Bisforana:ଦାମ-ରାଉତଙ୍କ-ସ୍ୱାସ୍ଥ୍ୟ-ଅବସ୍ଥା-ଗୁରୁତର
posted by: Bisforana
30 views

ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର।ଏ ନେଇ ତାଙ୍କ ପୁଅ ସମ୍ୱିତ ରାଉତରାୟ ସୁଚନା ଦେଇଛନ୍ତି।ଦାମ ରାଉତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦାମ ରାଉତ ୧୮ ତାରିଖରେ ଅସୁସ୍ଥ ଥିବା ସୂଚନା ମିଳିଥିଲା।ଦୁଇ ଦିନ ଧରି ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ସୁଚନା ମିଳିଥିଲା ।ବର୍ତ୍ତମାନ ବ୍ରେନ ଡେଡ ଥିବା ସୁଚନା ମିଳିଛି।ଦାମ ରାଉତଙ୍

Bisforana:୧୦୦-ଫୁଟ-ଗଭୀର-ବୋରୱେଲ-ଭିତରେ-ମହିଳା
posted by: Bisforana
41 views

୧୦୦ ଫୁଟ ଗଭୀର ବୋରୱେଲ ଭିତରେ ମହିଳା

ବୋରୱେଲରେ ପଡ଼ିଗଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ସୂଚନା ଅନୁଯାୟୀ ରାଜସ୍ଥାନ ଗାଙ୍ଗପୁରରେ ରାତି ପ୍ରାୟ ୮ ଟା ସମୟରେ ନିଜ ଘର ପଛ ପଟେ ଥିବା ୧୦୦ ଫୁଟ ଗଭୀର ବୋରୱେଲ ଭିତରେ ମହିଳା ଜଣକ ଖସିପଡିଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବୋରୱେଲ ପାଖରେ ମହିଳାଙ୍କର ଚପଲ ପଡିଥିବାର ଦେଖିଥିଲେ।ପରେ ପୋଲିସକୁ ଖବର ଦେଇଥିଲେ ।ଘଟଣାସ୍ଥଳ

Bisforana:ବରିଷ୍ଠ-ଚଳଚ୍ଚିତ୍ର-ଅଭିନେତା-ସାଧୁ-ମେହେରଙ୍କ-ବିୟୋଗରେ-ରାଜ୍ୟ-ବିଜେପିର-ଶୋକ
posted by: Bisforana
34 views

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ସିନେମା ଜଗତ ଓ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି : ମନମୋହନ ସାମଲ ଭୁବନେଶ୍ୱର,ତା.୦୨/୦୨: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ୮୪ବର୍ଷ ବୟସରେ ମୁମ୍ବାଇରେ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତଃ ସାଧୁଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସାଧୁ ମେହେର ଜଣେ ଯୋଗଜନ

Bisforana:ନିର୍ବାଚିତ-ପ୍ରତିନିଧିମାନଙ୍କ-କ୍ଷମତା-କ୍ଷୁର୍ଣ୍ଣ-କରୁଛି-ବିଜେଡି-ସକରାର--ଡଲେଖାଶ୍ରୀ
posted by: Bisforana
31 views

ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା କ୍ଷୁର୍ଣ୍ଣ କରୁଛି ବିଜେଡି ସକରାର : ଡ.ଲେଖାଶ୍ରୀ

ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା କ୍ଷୁର୍ଣ୍ଣ କରୁଛି ବିଜେଡି ସକରାର : ଡ.ଲେଖାଶ୍ରୀ  ପଂଚାୟତିରାଜ ବ୍ୟବସ୍ଥାର ବାଧକ ହେଇଛି ବିଜୁ ଜନତା ଦଳ ସରକାର  ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା କରୁଛି ବିଜେଡି ସରକାର  ବିକାଶକୁ ରୋକିବା ପାଇଁ ବିଜେଡି ସ

Bisforana:ସମଙ୍ଗ-ଠାରେ-ଶ୍ରଦ୍ଧାଳୁ-ମାନଙ୍କୁ-ଭେଟିଲେ-5T-ଅଧ୍ୟକ୍ଷ-ସେମାନଙ୍କ-ସୁବିଧା-ଅସୁବିଧା-ସଂପର୍କରେ-ପଚାରି-ବୁଝିଲେ
posted by: Bisforana
25 views

ସମଙ୍ଗ ଠାରେ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଲେ 5T ଅଧ୍ୟକ୍ଷ, ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଲେ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା ୫ଟି ଜିଲ୍ଲା - ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡାର ଦଶ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ ସମଙ୍ଗ ଠାରେ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଲେ 5T ଅଧ୍ୟକ୍ଷ, ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଲେ ଶ୍ରୀମନ୍ଦି

Bisforana:ପ୍ରଥମ-ସୋଆ-ଆନ୍ତର୍ଜାତିକ-ଗ୍ରାଣ୍ଡ-ମାଷ୍ଟର୍ସ-ଚେସ୍---ସାମିଲ-ହେବେ-୯-ଗ୍ରାଣ୍ଡ-ମାଷ୍ଟର-ଓ-୨୪-ଇନ୍‌ଟରନ୍ୟାସ୍‌ନାଲ୍-ମାଷ୍ଟର
posted by: Bisforana
24 views

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ - ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର

ଭୁବନେଶ୍ୱର, ଜାନୁଆରୀ ୨୫ : ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ

Bisforana:ଯାଜପୁରରୁ-ଉଦ୍ଧାର-ହୋଇଛି-ଏକ-ବିରଳ-ଶାଗୁଣା।
posted by: Bisforana
28 views

ଯାଜପୁରରୁ ଉଦ୍ଧାର ହୋଇଛି ଏକ ବିରଳ ଶାଗୁଣା।

ଯାଜପୁରରୁ ଉଦ୍ଧାର ହୋଇଛି ଏକ ବିରଳ ଶାଗୁଣା।ସୁଚନାନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶ୍ରୀଧରପୁର ଛକ ନିକଟରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ସେଠାରେ ଥିବା ଏକ ଗଛ ଉପରେ ଶାଗୁଣା ବସିଥିବାର ଦେଖିଥିଲେ ଗାଁ ଲୋକେ ।ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଶାଗୁଣାକୁ ଉଦ୍ଧାର କରିଥିଲା।ଶାଗୁଣାଟି ଅସୁ

Bisforana:ବିଲ୍ଡିଂରେ-ନିଆଁ
posted by: Bisforana
24 views

ବିଲ୍ଡିଂରେ ନିଆଁ

ବିଲ୍ଡିଂରେ ନିଆଁ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ।ସୁଚନାନୁସାରେ ରାଜସ୍ଥାନର ଏକ ବିଲ୍ଡିରେ ନିଆଁ ଲାଗିଯିବା ଫଳରେ କିଛି ଲୋକ ଛାତ ଉପରେ ଫସିଯାଇଥିଲେ।ଯାହାକୁ ନେଇ ସ୍ଥାନୀୟ ଲୋକେ ଦମକଳ ବାହୀନୀ,ଏନଡିଆରଏଫ,ଏବଂ ପୋଲିସକୁ ଖବର ଦେଇଥିଲେ। ରାଜସ୍ଥାନର ଆଇଜି ଲତା ମନୋଜ କୁମାର କହିଛନ୍ତି ଆମକୁ ବିଲ୍ଡିରେ ନିଆଁ ଲାଗିଥିବାର ଖବର ମିଳିବା ପରେ ଦମକଳ ବାହୀ

Bisforana:ବିଲରୁ-ମୃତ-ଦମ୍ପତି-ଉଦ୍ଧାର
posted by: Bisforana
29 views

ବିଲରୁ ମୃତ ଦମ୍ପତି ଉଦ୍ଧାର

ବିଲରୁ ମୃତ ଦମ୍ପତି ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା କୁଦପାଲି ଗାଁରେ।ସୁଚନାନୁସାରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା କୁଦପାଲି ଗାଁରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଦମ୍ପତିଙ୍କ ନାମ କ୍ଷୀରୋଦ ବରିହା ,ତାରିଣୀ ବରିହା।କୌଣସି କାରଣରୁ କ୍ଷୀରୋଦ ବରିହା ଓ ତାରିଣୀ ବରିହା ବିଲକୁ ଯାଇଥିବାବେଳେ ଆଜି

Bisforana:
posted by: Bisforana
0 views

କେନ୍ଦ୍ର ସରକାର ଅଧିକ ୧୦ଲକ୍ଷ ମେଟ୍ରିକଟନ୍ ଚାଉଳ ଉଠାଇବା ନିଷ୍ପତି ନେବା ପରେ ବିଜେଡି ହତୋତ୍ସାହିତ ହୋଇଯାଇଛି: ରବି ନାଏକ

ଭୁବନେଶ୍ୱର ତା.୧୯/୦୧: ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଲୋକଙ୍କୁ ମିଛ କହି, କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଥିଲା । ମୋଦି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଦେବା ସହିତ ସମସ୍ତ ପ୍ରସଙ୍ଗରେ ହାତଖୋଲି ସହାୟତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଅଧିକ ୧୦ଲ

Bisforana:
posted by: Bisforana
0 views

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ-କଂଗ୍ରେସ

ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ ଅର୍ପଣ ରଥ କାର୍ଯ୍ୟକ୍ରମରେ ଘୋର ବିଭ୍ରାଟ ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି ହିସାବ ଦିଅନ୍ତୁ ସରକାର ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ତା. ୧୯.୧- କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର

Bisforana:
posted by: Bisforana
0 views

ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ରର ମଞ୍ଜୁରୀ - ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ • କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିବା ନେଇ ପତ୍ୟୁତ୍ତରରେ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ • ଅନୁରୋଧକୁ ରକ୍ଷା କରି ତ୍ୱରିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍

Bisforana:ଅଯୋଧ୍ୟାରେ-ଜଳିଲା-୧୦୮-ଫୁଟର-ଧୂପକାଠି
posted by: Bisforana
30 views

ଅଯୋଧ୍ୟାରେ ଜଳିଲା ୧୦୮ ଫୁଟର ଧୂପକାଠି

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ଜଳିଲା ୧୦୮ ଫୁଟର ଧୂପକାଠି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି।ସେଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଦେଶବାସୀ।ରାମ ମନ୍ଦିର ପ୍ରତିଷ୍ଠା ପୁର୍ବରୁ ଭବ୍ୟ ଆୟୋଜନ ଦେଖିବାକୁ ମିଳିଛି।ରାମ ପ୍ରାଣ ପ୍ରତିଷ୍ଠା ଦିବସକୁ ପ୍ରତୀକ୍ଷା କରିଛନ୍ତି ଦେଶବାସୀ।

Bisforana:ଆସାମରେ-ଭୁକମ୍ପ
posted by: Bisforana
23 views

ଆସାମରେ ଭୁକମ୍ପ

ଆସାମରେ ଭୁକମ୍ପ। ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ । ସୁଚନାନୁଯାୟୀ ବୁଧବାର ସକାଳେ ଆସାମର ଦାରଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ୭ଟା ୫୪ରେ ଭୁକମ୍ପର ଝଟକା ଅନୁଭୂତ ହୋଇଥିଲା ।ଯାହାକୁ ନେଇ ଭୟଭୀତ ଲୋକେ।ଭୟରେ ଲୋକେ ଘରୁ ବାହାରି ବାହାରକୁ ପଳାଇ ଆସିଥିଲେ।ଭୁକମ୍ପରେ କୌଣସି ଧନଜୀବନ କ୍ଷତି ହୋଇଥିବା ସୁଚନା ମିଳିପାରି

Bisforana:
posted by: Bisforana
0 views

ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି : ମନୋଜ ମହାପାତ୍ର*

 କୋଭିଡ ସମୟରେ ୪୦ହଜାର କୋଟି ଦୁର୍ନୀତି  ରାଜ୍ୟରେ ୫୦ପ୍ରତିଶତ ପିସି ସରକାର ଚାଲିଛି ବୋଲି “ଲୋକୋଲ ଫଣ୍ଡ ଅଡିଟ”ରୁ ସ୍ପଷ୍ଟ  ୨୦୨୦ ରୁ ୨୨ ରାଜ୍ୟ କରୋନା ସହ ଲଢ଼ୁଥିଲାବେଳେ ଲୁଟୁଥିଲା ବିଜେଡି  ଦୁର୍ନୀତି ଓ ଅନିୟମିତତା ପାଇଁ ୪ଶହ କୋଟି ଟଙ୍କା କର୍ମଚାରୀଙ୍କ ଉପରେ ଫାଇନ ହୋଇଥିଲା, ଏଯାଏଁ ତାହା କାହିଁକି ଆଦାୟ କରାଯାଇ ନାହିଁ?  ପ୍ର

Bisforana:
posted by:
0 views

ଓଡ଼ିଶାର ବିକାଶ ପ୍ରତି ସଂକଳ୍ପବଦ୍ଧ ମୋଦି ସରକାର : ବିଜୟପାଲ୍ ସିଂ ତୋମାର

ଖୋର୍ଦ୍ଧାରେ ବିଜେପି ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟପାଲ୍ ସିଂ ତୋମାର  ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ସ୍ୱଚ୍ଛତୀର୍ଥ ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ  ମୋଦି ଗ୍ୟାରେଂଟି ସମ୍ପର୍କରେ ଜନତାଙ୍କୁ କଲେ ଅବଗତ  ଦେଶର ସୁରକ୍ଷା ଓ ଅଖଣ୍ଡତା ତଥା ୨୦୪୭ ସୁଧା ବିକଶିତ ଭାରତ ପାଇଁ ସଂକଳ୍ପ ନେଲେ ସ୍ଥାନୀୟ ଜନସାଧାର