ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ କାହିଁକି ଚପାଇବାକୁ ଚାହୁଁଛନ୍ତି ମନ୍ତ୍ରୀ: ବିଜେଡି

Bisforana:Why-does-the-minister-want-to-cover-up-the-theft-of-Mahaprabhus-Modak-BJD

 ବଡଠାକୁରଙ୍କ ବାଡଗ୍ରାହୀ ଗୁରୁତର ଅଭିଯୋଗ ଆଣିଛନ୍ତି  ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ କଥା ସରକାର କହୁଛନ୍ତି କିନ୍ତୁ ଠାକୁରଙ୍କ ଗୁପ୍ତସେବାରେ ବିଭ୍ରାଟ ମହାପ୍ରଭୁଙ୍କ ଚିକିତ୍ସା ଲାଗି ପ୍ରଯୁଜ୍ୟ ମୋଦକ ଚୋରି ହେବାର ଅଭିଯୋଗକୁ ଚପାଇଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସନ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛ

Jun 24, 2025

ମୟୁରଭଞ୍ଜ ଜାତୀୟ ରାଜପଥରେ ଗୁଳିକାଣ୍ଡ ଘଟଣା , ଏସ୍ପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

Bisforana:Gunfight-incident-on-Mayurbhanj-National-Highway-BJD-delegation-meets-SP

Ø ଦୁବୃର୍ତ୍ତଙ୍କୁ ତୁରନ୍ତ ଗିରଫ ଦାବୀ Ø ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ Ø ଘଟଣାକୁ ଦୃଢ଼ ନିନ୍ଦା କଲା ବିଜେଡି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୟୁରଭଞ୍ଜ ଏସପିଙ୍କୁ ଭେଟି ନିକଟରେ ୧୮ ନମ୍ବର ଜାତୀୟ ରାଜପଥରେ, ସ୍ପଷ୍ଟ ଦିବାଲୋକରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଦୁବୃର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ କରି ତାଙ୍

Jun 24, 2025

ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ: ବିଜେଡି

Bisforana:Insensitive-BJP-government-responsible-for-Dalit-atrocities-BJD

 ଖାରିଗୁମ୍ମା ଘଟଣାରେ ଓଡ଼ିଶା ଦେଶରେ ଲଜ୍ଜିତ  ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ଯାତନା ଭଳି ହୃଦୟ

Jun 24, 2025

ଏକ ବର୍ଷର ବିଜେପି ଶାସନରେ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ

Bisforana:Odia-Asmita-has-been-plundered-in-one-year-of-BJP-rule

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି ରାଜ୍ୟପାଳଙ୍କ ବକ୍ତବ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବିଜୁ ମହିଳା ଜନତା ଦଳ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ

Jun 23, 2025

ଓଡିଶାକୁ ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ପରିଣତ କରିବା ବିଜେପି ସରକାରଙ୍କ ଉପଲବ୍ଧି

Bisforana:BJP-governments-achievement-in-making-Odisha-the-eighth-most-crime-prone-state-in-the-country

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି ବର୍ଷ ଏକ, ବିଫଳତା ଅନେକ ବିଜେପିର ଏକ ବର୍ଷ ଶାସନରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଲା ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପିର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ

Jun 21, 2025

ମୋଦୀଙ୍କ ଓଡ଼ିଶା ଗସ୍ତ ଏକ ପ୍ରହସନ : ଯୁବ କଂଗ୍ରେସ

Bisforana:Modis-Odisha-visit-a-farce-Youth-Congress

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରତିଶ୍ରୁତି ଦେଇଥିଲେ। ଆଜିକୁ ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାର ଦୂରର କଥା ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ଏକ ବର୍ଷ ପୁର୍ତି ପାଇଁ ଓଡ଼ିଶାଗସ୍ତ କରୁଛନ୍ତ

Jun 19, 2025

Bisforana:Union-Minister-Dharmendra-Pradhan-proposes-formation-of-high-level-committee-for-expansion-of-Rourkela-steel-plant

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ ଗଠନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

· କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ · ଏହି ପ୍ରସ୍ତାବକୁ ଗ୍ରହଣ କରିଥିବାରୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ · ଓଡ଼ିଶାର ଶିଳ୍ପ, ସାମା

Jun 25, 2025
Bisforana:CM-launches-e-registration-mobile-app-and-success-booklet-of-Revenue-and-Disaster-Management-Department

ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଡିଜିଟାଲ ସେବା ପ୍ରଦାନରେ ଇ-ରେଜିଷ୍ଟ୍ରେସନ ଆପ୍ ରାଜ୍ୟ ସରକାରଙ୍କ ବଡ ମାଇଲଷ୍ଟୋନ ବର୍ଷକରେ ୨୦,୩୮୫ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬,୭୨୭ ବାସଗୃହ ବିହୀନଙ୍କୁ ଘରବାଡି ପଟ୍ଟା ରାଜସ୍ୱ ସେବା ଏବେ ଲୋକଙ୍କ ନିକଟତର ହୋଇଛି- ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅ

Jun 25, 2025
Bisforana:Fire-breaks-out-in-polyethylene-factory-four-dead
posted by: Bisforana
33 views

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ ,ଚାରି ମୃତ୍ୟୁ

ନୁଆଦିଲ୍ଲୀ 25 ଜୁନ -ଦିଲ୍ଲୀରେ ରିଠାଲା ମେଟ୍ରୋ ଷ୍ଟେସନ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 7.25 ସମୟରେ ଏକ ପଲିଥିନ ତିଆରି ହେଉଥିବା ତିନି ମହଲା କାରଖାନାରେ ଅଗ୍ନିକାଣ୍ଡ ଘଟିଛି।ଏହି ଘଟଣାରେ ଚାରିଜଣଙ୍କର ମୃତ୍ୟୁ ଘଟିଛି।ବିଳମ୍ବିତ ରାତିରେ ତିନୋଟି ଅଗ୍ନିଶମବାହିନୀ ତିନୋଟି ମୃତଦେହକୁ ବାହାର କରିଛନ୍ତି।ଚତୁର୍ଥ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ବାହାର

Bisforana:fall-in-gold-price
posted by: Bisforana
46 views

ସୁନା ମୁଲ୍ୟରେ ହ୍ରାସ

ନୁଆଦିଲ୍ଲୀ 24 ଜୁନ -ଘରୋଇ ସୁନା ବଜାରରେ ସୁନା ମୁଲ୍ୟରେ ହ୍ରାସର ଧାରା ଆଜି ମଧ୍ୟ ଜାରି ରହିଛି।ମୁଲ୍ୟରେ ଦୁର୍ବଳତା ଯୋଗୁଁ ,ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ ସୁନା 1,00,680 ଟଙ୍କାରୁ ନେଇ 1,00,830 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 24 କ୍ୟାରେଟ ସୁନା ଆଜି 92,290 ଟଙ୍କାରୁ ନେଇ 92,440 ଟଙ୍କା ପ୍ରତି 10 ଗ୍ରା

Bisforana:Passengers-had-to-spend-the-night-at-Kathmandu-airport
posted by: Bisforana
42 views

ଯାତ୍ରୀମାନଙ୍କୁ କାଠମାଣ୍ଡୁ ବିମାନବନ୍ଦରରେ ରାତି ବିତାଇବାକୁ ପଡିଥିଲା

କାଠମାଣ୍ଡୁ 24 ଜୁନ -କତରରେ ଆମେରିକୀୟ ବେସ ଉପରେ ଇରାନର ଆକ୍ରମଣ ପରେ କତର ଦ୍ୱାରା ଏହାର ଏୟାରସ୍ପେଶ ବନ୍ଦ କରିଦେବାରୁ ଗତ ରାତିରେ କାଠମାଣ୍ଡୁରୁ ଦୋହା ଯାଉଥିବା ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି।ଏହି କାରଣରୁ କତର ଯାଉଥିବା ଯାତ୍ରୀମାନଙ୍କୁ ସମଗ୍ର ରାତି ଏୟାରପୋର୍ଟରେ ବିତାଇବାକୁ ପଡିଲା।କାଠମାଣ୍ଡୁରୁ ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଦ

ବିଏମ୍ ସି ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ

Bisforana:BMC-launches-driver-awareness-program-on-road-safety

• ଶୂନ ଦୁର୍ଘଟଣା ପାଇଁ ଶପଥ ନେଲେ ପ୍ରାୟ 200 ଡ୍ରାଇଭର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଶୂନ ଦୁର୍ଘଟଣା ଦିବସ ବା ଜିରୋ ଆକ୍ସିଡେଣ୍ଟ ଡେ ପାଳନ ଅବସରରେ ଡ୍ରାଇଭରମାନଙ୍କୁ ସଚେତନତା ସହ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠ ନମ୍ବର କମ୍ୟୁନିଟ୍ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦ

Jun 17, 2025

ପାଲେଷ୍ଟାଇନରେ ଇସ୍ରାଏଲର ନରସଂହାର ବନ୍ଦ ଦାବିରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ

Bisforana:Palestine-Solidarity-Day-observed-by-left-wing-parties-demanding-an-end-to-Israels-genocide-in-Palestine

ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ, ଅଲ୍ ଇଣ୍ଡିଆ ଫରୱାଡ୍ ବ୍ଲକ ପକ୍ଷରୁ ମିଳିତ ଭାବରେ ଗାଜାରେ ଇସ୍ରାଏଲ ଦ୍ୱାରା ଗଣହତ୍ୟାର ନିନ୍ଦା, ପାଲେଷ୍ଟାଇନର ସାର୍ବଭୌମତ୍ୱ ରକ୍ଷା ସମ୍ପର୍କରେ ଭାରତର ଆଭିମୁଖ୍ୟର ସ୍ପଷ୍ଟତା ଦାବି କରି ପାଲେଷ୍ଟାଇନ ଜନଗଣଙ୍କ ପାଇଁ ସଂହତି ଜଣାଇ ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ମାଷ୍ଟରକ

Jun 17, 2025

ବିଏସ ଏବଂ ଏମଏସ ପାଇଁ କାଉନସଲିଙ୍ଗ ଆଇପୀ ବିଶ୍ୱବିଦ୍ୟାଳୟରେ ତାରିଖ ଘୋଷଣା

Bisforana:Counselling-for-BS-and-MS-announced-at-IP-University

ନୁଆଦିଲ୍ଲୀ 12 ଜୁନ -ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ୟୁନିଭର୍ସିଟୀ(ଆଇପୀ ୟୁନିଭର୍ସିଟୀ)ରେ ବୀଏସ (ପ୍ୟାକେଜିଙ୍ଗ ଟେକ୍ନୋଲୋଜି)ଏବଂ ଏମଏସ(ପ୍ୟାକେଜିଙ୍ଗ ଟେକ୍ନୋଲୋଜୀ) ପ୍ରୋଗ୍ରାମ ପାଇଁ କାଉନସଲିଙ୍ଗ ଆୟୋଜିତ କରାଯିବ। ୟୁନିଭର୍ସିଟୀ ଗୁରୁବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ବିଏସ (ପ୍ୟାକେଜିଙ୍ଗ ଟେକ୍ନୋଲୋଜି)ର କାଉନସଲିଙ୍ଗ 24 ଜୁନରେ ଦ୍ୱା

Jun 12, 2025

Bisforana:National-Symposium-titled-Fifty-Years-of-Frog-Conservation-Learning-and-Moving-Forward
posted by: Bisforana
57 views

“କୁମ୍ଭୀର ସଂରକ୍ଷଣର ପଚାଶ ବର୍ଷ: ଶିକ୍ଷା ଏବଂ ଆଗକୁ ବଢ଼ିବା” ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ “କୁମ୍ଭୀର ସଂରକ୍ଷଣର ପଚାଶ ବର୍ଷ: ଶିକ୍ଷା ଏବଂ ଆଗକୁ ବଢ଼ିବା” ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଆଲୋଚନାଚକ୍ରକୁ ଉଦଘାଟନ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ପ୍ରିୟମ

Bisforana:History-has-been-created-Yoga-Sangam-program-registrations-cross-4-lakh
posted by: Bisforana
90 views

ଇତିହାସ ସୃଷ୍ଟି ହୋଇସାରିଛି : ଯୋଗ ସଂଗମ କାର୍ଯ୍ୟକ୍ରମ ପଂଜୀକରଣ ୪ ଲକ୍ଷ ଟପିଲା

୧ ଲକ୍ଷରୁ ଅଧିକ ଯୋଗସ୍ଥଳୀ ସହିତ ରାଜସ୍ଥାନ ସବୁଠାରୁ ଆଗରେ ଅଛି ୧ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ପଂଜୀକରଣ ସହ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ସ୍ଥାନରେ, ଯାହାକି ବହୁସଂଖ୍ୟକ ଯୋଗଦାନକୁ ଦର୍ଶାଉଛି ସ୍ୱାସ୍ଥ୍ୟ ପାଇଁ ଏକତାର ଏକ ଚମତ୍କାର ପ୍ରଦର୍ଶନ ସ୍ବରୂପ, ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ବାଇ) ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ, ଯୋଗ ସଙ୍ଗମ ପାଇଁ ପଞ୍ଜୀକରଣ

Bisforana:Naveen-to-visit-Mumbai-for-treatment-on-June-20
posted by: Bisforana
43 views

ଜୁନ ୨୦ ତାରିଖ ଦିନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିବେ ନବୀନ

ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆସନ୍ତା ଜୁନ ୨୦ ତାରିଖ ଦିନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରୁଛନ୍ତି। ଆସନ୍ତା ଜୁନ ୨୨ ତାରିଖ ଦିନ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଠାରେ ତାଙ୍କର ଚିକିତ୍ସା କରାଯିବ ବୋଲି ଦଳ ପକ୍ଷରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି । ନବୀନ ପଟ୍ଟନ