Bisforana:BMC-launches-driver-awareness-program-on-road-safety
posted by: Bisforana
311 views

ବିଏମ୍ ସି ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ

• ଶୂନ ଦୁର୍ଘଟଣା ପାଇଁ ଶପଥ ନେଲେ ପ୍ରାୟ 200 ଡ୍ରାଇଭର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଶୂନ ଦୁର୍ଘଟଣା ଦିବସ ବା ଜିରୋ ଆକ୍ସିଡେଣ୍ଟ ଡେ ପାଳନ ଅବସରରେ ଡ୍ରାଇଭରମାନଙ୍କୁ ସଚେତନତା ସହ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠ ନମ୍ବର କମ୍ୟୁନିଟ୍ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦ

Bisforana:Palestine-Solidarity-Day-observed-by-left-wing-parties-demanding-an-end-to-Israels-genocide-in-Palestine
posted by: Bisforana
313 views

ପାଲେଷ୍ଟାଇନରେ ଇସ୍ରାଏଲର ନରସଂହାର ବନ୍ଦ ଦାବିରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ

ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ, ଅଲ୍ ଇଣ୍ଡିଆ ଫରୱାଡ୍ ବ୍ଲକ ପକ୍ଷରୁ ମିଳିତ ଭାବରେ ଗାଜାରେ ଇସ୍ରାଏଲ ଦ୍ୱାରା ଗଣହତ୍ୟାର ନିନ୍ଦା, ପାଲେଷ୍ଟାଇନର ସାର୍ବଭୌମତ୍ୱ ରକ୍ଷା ସମ୍ପର୍କରେ ଭାରତର ଆଭିମୁଖ୍ୟର ସ୍ପଷ୍ଟତା ଦାବି କରି ପାଲେଷ୍ଟାଇନ ଜନଗଣଙ୍କ ପାଇଁ ସଂହତି ଜଣାଇ ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ମାଷ୍ଟରକ

Bisforana:Counselling-for-BS-and-MS-announced-at-IP-University
posted by: Bisforana
300 views

ବିଏସ ଏବଂ ଏମଏସ ପାଇଁ କାଉନସଲିଙ୍ଗ ଆଇପୀ ବିଶ୍ୱବିଦ୍ୟାଳୟରେ ତାରିଖ ଘୋଷଣା

ନୁଆଦିଲ୍ଲୀ 12 ଜୁନ -ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ୟୁନିଭର୍ସିଟୀ(ଆଇପୀ ୟୁନିଭର୍ସିଟୀ)ରେ ବୀଏସ (ପ୍ୟାକେଜିଙ୍ଗ ଟେକ୍ନୋଲୋଜି)ଏବଂ ଏମଏସ(ପ୍ୟାକେଜିଙ୍ଗ ଟେକ୍ନୋଲୋଜୀ) ପ୍ରୋଗ୍ରାମ ପାଇଁ କାଉନସଲିଙ୍ଗ ଆୟୋଜିତ କରାଯିବ। ୟୁନିଭର୍ସିଟୀ ଗୁରୁବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ବିଏସ (ପ୍ୟାକେଜିଙ୍ଗ ଟେକ୍ନୋଲୋଜି)ର କାଉନସଲିଙ୍ଗ 24 ଜୁନରେ ଦ୍ୱା

Bisforana:PCC-welcomes-newly-appointed-PCC-Scheduled-Tribes-Department-Chairman
posted by: Bisforana
305 views

ନବନିଯୁକ୍ତ ପିସିସି ଅନୁସୁଚୀତ ଜନଜାତି ବିଭାଗ ଅଧ୍ୟକ୍ଷଙ୍କୁ ପିସିସି ପକ୍ଷରୁ ସ୍ବାଗତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚୀତ ଜନଜାତି ବିଭାଗର (ଏସ୍.ଟି. ଡିପାର୍ଟମେଣ୍ଟ) ଅଧ୍ୟକ୍ଷ ଶ୍ରୀ ଜଶୋବନ୍ତ ସିଂ ଲାଗୁରିଙ୍କୁ କଂଗ୍ରେସ ଭବନ ଠାରେ ସ୍ବାଗତ କରାଯାଇଛି। ଅତ୍କଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗ ଅଧ୍ଯକ୍ଷ ଡ. ଭିକ୍ରାନ୍ତ ଭୁରୀଆ ଙ୍କୁ ଦିଲ୍ଲୀଠାରେ ଶ୍ରୀ ଲାଗୁରୀ ସାକ୍ଷାତ ଆଲୋଚନା କରି ଆଜି ଅପରାହ୍ନରେ କଂଗ୍ରେସ ଭବନ ଠା

Bisforana:Chief-Minister-donates-425-two-wheelers-to-Commissionerate-Police
posted by: Bisforana
194 views

କମିଶନରେଟ ପୋଲିସ ପାଇଁ ୪୨୫ଟି ଦୁଇ ଚକିଆ ଯାନ ,ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ସହରାଞ୍ଚଳ ପୋଲିସର ଆରକ୍ଷୀ ଉପଆୟୁକ୍ତ (DCP)ଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‍ଘାଟିତ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (DCP)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ

Bisforana:General-Manager-of-East-Coast-Railway-inspects-Sonepur-Purunacutak-railway-section-of-Khordha-Road-Balangir-railway-line-project
posted by: Bisforana
232 views

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ନିର୍ମାଣ ଅଧିକାରୀ ଏବଂ ସମ୍ବଲପୁର ରେଳ ମଣ୍ଡଳର ଅଧିକା

Bisforana:Govinda-Mohanty-State-level-Memorial-Education-Camp
posted by: Bisforana
221 views

ଗୋବିନ୍ଦ ମହାନ୍ତି ରାଜ୍ୟସ୍ତରୀୟ ସ୍ମାରକୀ ଶିକ୍ଷା ଶିବିର ଅନୁଷ୍ଠିତ

ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ କମୁ୍ୟନିଷ୍ଟ ନେତା, ସ୍ତମ୍ଭକାର, ଲେଖକ, ମାର୍କ୍ସବାଦ ତତ୍ତ୍ୱବିତ୍ କମ୍ରେଡ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ୨୫ତମ ସ୍ମୃତି ବାର୍ଷିକୀ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ କମ୍ରେଡ଼ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟସ୍ତରୀୟ ଆଦର୍ଶଗତ ପାର୍ଟି ଶିକ୍ଷା ଶିବିର ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରାଜ୍ୟ ସମ୍ପ

Bisforana:Bargarh-FC-champions
posted by: Bisforana
222 views

ବରଗଡ଼ ଏଫସି ଚମ୍ପିୟାନ୍‌

ସିଏମ୍ ଟ୍ରଫି - ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫। ବିଗତ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବହୁ ପ୍ରତିକ୍ଷୀତ ଫା

Bisforana:Peoples-right-over-natural-resources-is-a-fundamental-principle-of-the-Constitution-Medha-Patekar
posted by: Bisforana
219 views

ପ୍ରାକୃତିକ ସମ୍ପଦ ଉପରେ ଜନସାଧାରଣଙ୍କ ଅଧିକାର ସମ୍ବିଧାନର ମୌଳିକ ନୀତି : ମେଧା ପାଟେକର

-ପ୍ରାକୃତିକ ସମ୍ପର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କନଭେନସନ୍ ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ଭୁବନେଶ୍ବର ଲୋହିଆ ଏକାଡେମୀ ପରିସରରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି। ଏହି କନଭେନସନର ପ୍ରଥମ ଅଧିବେଶନ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନା

Bisforana:Wrote-a-letter-to-the-Chief-Minister-demanding-to-declare-the-capital-Bhubaneswar-a-drug-free-city-Yasir-Nayak
posted by: Bisforana
132 views

ରାଜଧାନୀ ଭୁବନେଶ୍ୱରକୁ ନିଶାମୁକ୍ତ ଅଂଚଳ ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ : ୟାସିର ନୱାଜ

ଭୁବନେଶ୍ୱର ତା. ୦୬ ରିଖ : ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କଂଗ୍ରେସ ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ୟାସିର ନୱାଜ ରାଜଧାନୀ ଭୁବନେଶ୍ୱରକୁ ସଂପୂର୍ଣ୍ଣ ଭାବେ ନିଶାମୁକ୍ତ ଅଂଚଳ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖିଥିବା ନେଇ ପ୍ରକାଶ କରିଛନ୍ତି । ସେ ତା

Bisforana:Minister-reviews-Ravi-paddy-procurement-directs-to-expedite-paddy-procurement-process-and-take-steps-to-ensure-paddy-yield
posted by: Bisforana
133 views

ରବି ଧାନ ସଂଗ୍ରହ ସମୀକ୍ଷା କଲେ ମନ୍ତ୍ରୀ, ଧାନକିଣା ପ୍ରକ୍ରିୟା ତ୍ୱରାନ୍ୱିତ ଓ ଅମଳ ଧାନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଚଳିତ ଋତୁରେ ରବି ଧାନ ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡିଶା ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂ

Bisforana:Workshop-on-Odisha-ITITES-Roadmap-2030-Preparation
posted by:
177 views

ଓଡ଼ିଶା ଆଇ.ଟି./ଆଇ.ଟି.ଇ.ଏସ୍‍. ରୋଡମ୍ୟାପ୍-୨୦୩୦ ପ୍ରସ୍ତୁତି ଉପରେ କର୍ମଶାଳା

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ‘ଓଡ଼ିଶାର ଆଇ.ଟି./ଆଇ.ଟି.ଇ.ଏସ୍. ରୋଡ଼ମ୍ୟାପ୍’ ପ୍ରସ୍ତୁତି ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ସହ ଏକ ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ

Bisforana:The-MLA-visited-various-submerged-areas-of-old-Bhubaneswar-in-Ekamra-constituency-before-the-onset-of-monsoon-this-year
posted by: Bisforana
148 views

ଚଳିତ ବର୍ଷ ମୌସୁମୀ ବର୍ଷା ଆସିବା ପୂର୍ବରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁରୁଣା ଭୁବନେଶ୍ୱର ର ଜଳମଗ୍ନ ହେଉଥିବା ବିଭିନ୍ନ ଅଞ୍ଚଳ ବୁଲିଲେ ବିଧାୟକ

ଚଳିତ ବର୍ଷ ମୌସୁମୀ ବର୍ଷା ଆସିବା ପୂର୍ବରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁରୁଣା ଭୁବନେଶ୍ୱର ର ଜଳମଗ୍ନ ହେଉଥିବା ବିଭିନ୍ନ ଅଞ୍ଚଳକୁ ବିଭାଗୀୟ ଅଧିକାରୀଙ୍କ ସହ ବୁଲି ଦେଖିବା ସହ ଜାରି ରହିଥିବା ଡ୍ରେନ୍‌ ସଫେଇ ଓ ବକ୍ସ ଡ୍ରେନ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ ଏକାମ୍ର ବିଧାୟକ ବାବୁ ସିଂ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ସମ୍ଭାବ୍ୟ ମ

Bisforana:A-new-chapter-in-rail-connectivity-begins-in-Jammu-and-Kashmir--11-years-of-connectivity-mobility-and-opportunity
posted by: Bisforana
154 views

ଜମ୍ମୁ ଏବଂ କାଶ୍ମୀରରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ଯୋଗାଯୋଗ, ଗତିଶୀଳତା ଏବଂ ସୁଯୋଗର ୧୧ ବର୍ଷ

କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହିତ ଯାତ୍ରା ସମୟ ହ୍ରାସ ହେବାକୁ ଯାଉଛି ଏବଂ ଏହା ସହିତ ରେଳ ଯାତ୍ରାରେ ଆରାମର ଏକ ନୂତନ ମାନଦଣ୍ଡକୁ ଜମ୍ମୁ ଓ କାଶ୍ମୀରର ଲୋକମାନେ ଅନୁଭବ କରିପାରିବେ। କେବଳ ଟ୍ରେନର ଶୁଭାରମ୍ଭ ନୁହେଁ ବରଂ ଗତ ୧୧ ବର୍ଷ ମଧ୍ୟରେ ଏହି ଅଞ୍ଚଳର ରେଳ ନେଟୱାର୍କର ଦ୍ରୁତ ସଂପ୍ରସାରଣ କାର୍ଯ୍ୟ କରାଯାଇଛି। ୬

Bisforana:Green-University-Revolution-program-launched-by-State-Students-Congress
posted by: Bisforana
168 views

ପ୍ରଦେଶ ଛାତ୍ର କଂଗ୍ରେସ ଦ୍ୱାରା ଗ୍ରୀନ୍ ୟୁନିଭସିଟି ରିଭଲୁ୍ୟସନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରେସ୍ ବାର୍ତ୍ତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍କଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ପ୍ରଦେଶ ଛାତ୍ର କଂଗ୍ରେସ ଦ୍ୱାରା ଗ୍

Bisforana:Modi-government-is-empowering-farmers-Manmohan-Samal
posted by: Bisforana
178 views

କୃଷକଙ୍କୁ ସଶକ୍ତ କରୁଛନ୍ତି ମୋଦି ସରକାର: ମନମୋହନ ସାମଲ

ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଜେପି ବଦ୍ଧପରିକର । ଏହାକୁ ହୃଦୟଙ୍ଗମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶ ଶାସନର ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟୀ