Bisforana:who-is-the-president-in-odisha-congress

କିଏ ଧରିବ କଂଗ୍ରେସର ମଙ୍ଗ....ଚର୍ଚ୍ଚାରେ ନିରଞ୍ଜନ, ଚିରଞ୍ଜିବ ଓ ଜୟଦେବ

 

ଭୁବନେଶ୍ୱର, 21 ଅଗଷ୍ଟ (ବିସ୍ପାରଣ)-ବିଦା ହେବେକି ନିରଞ୍ଜନ  । ନିରଞ୍ଜନଙ୍କ ସ୍ଥାନ କିଏ ନେବ  । ଯୁବ ନେତୃତ୍ୱ ନା ବରିଷ୍ଠଙ୍କ ହାତରେ ରାଜ୍ୟ କଂଗ୍ରେସର ଭାର ଦେବେ ଏଆଇସିସି ମୁଖିଆ   କାହା ଉପରେ ଭରଷା ସ୍ଥାପନ କରିବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ   ଏହାକୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚାଚାଲିଥିବା ବେଳେ ସମସ୍ତଙ୍କ ନଜରରେ ଆସନ୍ତାକାଲି ଦିଲ୍ଲୀରେ ବସିବାକୁ  ଥିବା ବୈଠକ ଉପରେ ସମସ୍ତଙ୍କ ନଜର 

ଆସନ୍ତାକାଲି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବସିବାକୁ ଯାଉଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ 75ତମଜନ୍ମ ବାର୍ଷିକି କାର୍ଯ୍ୟକ୍ରମ ଅବସରରେ ଆସନ୍ତାକାଲି ଅପରାହ୍ନ 4ଟାରେ ଏହି ବୈଠକ ବସିବାକୁ ଯାଉଛି   ସଙ୍ଗଠନକୁ ମଜବୁତ କରିବା ଦିଗରେ ଅନ୍ତରୀଣଅଧ୍ୟକ୍ଷା ସୋନିଆ ଗାନ୍ଧି ନେଇପାରନ୍ତି ବଡ ନିଷ୍ପତ୍ତି 

Related News

0 Comments

Leave A Reply