posted by: Bisforana
59 views
କ୍ରମାଗତ ଭିଡହିଂସା ପରେ ବର୍ତ୍ତମାନ ପୁଲିସ ହିଂସା
ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ଆଡଭୋକେଟ୍ (ଡ଼) ମନୀଷା ଦାସ ପଟ୍ଟନାୟକ ଏବଂ ଆଡଭୋକେଟ୍ ଜୟଶ୍ରୀ ପାତ୍ର ବାରଙ୍ଗ ଥାନାରେ ରାକେଶ ବେହେରାଙ୍କ ଉପରେ ହୋଇଥିବା କଥିତ ଥାର୍ଡ ଡିଗ୍ରୀ ନିର୍ଯାତନା ଘଟଣା ଏବଂ ପୋଲିସର ଅପାରଗତା, କ୍ଷମତାର ଦୁରୁପଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟ