posted by: Bisforana
58 views
ସୁନା ଏବଂ ରୂପା ମୁଲ୍ୟରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ, ଜୁନ୍ 1-ଘରୋଇ ସୁନା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।ମୂଲ୍ୟ ହ୍ରାସ ଯୋଗୁଁ,ଦେଶର ସୁନା ବଜାରରେ 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,57,030 ଏବଂ ପ୍ରତି 10 ଗ୍ରାମ 1,59,590 ମଧ୍ୟରେ କାରବାର ହେଉଛି।ଏହି ସମୟରେ, 22 କ୍ୟାରେଟ୍ ସୁନା ଆଜି 1,43,940ଟଙ୍କା ପ୍ରତି 10 ଗ୍ରାମରୁ ନେଇ 1,46,290ଟଙ୍