ଓଡ଼ିଶା ମାଟିର ଗୌରବମୟ ଐତିହ୍ୟର ବାର୍ତାବହ ରଜପର୍ବ । ମା’ ଓ ମାଟି, କୃଷି ଆବାହନର ଅପୂର୍ବ ପରମ୍ପରା । ଏହି ଧାରାକୁ ବଜାୟ ରଖି ଏ ବର୍ଷର ରଜ ଉତ୍ସବକୁ ବିଶ୍ୱ ଓଡ଼ିଶା ପରିବାରର ଏକ ନିଆରା, ଭବ୍ୟ ଓ ପାରମ୍ପରିକ ଢଙ୍ଗରେ ପାଳନ କରିବାର ନିଷ୍ପତି ଗ୍ରହଣ କରିଅଛି । ଏହି ଉତ୍ସବ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ତିନି ଦିନ ଧରି ତା ୧୪/୧୫/୧୬ରିଖରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଉତ୍ସବରରେଏହି ସାଂସ୍କୃତିକ କର୍ଯ୍ୟକ୍ରମର ଆୟୋଜନ କରାଯାଇଛିା ଏହି ଅବସରରରେ ଏକ ବୈ÷ଠକ ଅନୁଷ୍ଠାନର ସଭାପତି ସଜ୍ଜନ ଶର୍ମା୍ଙ୍କ ଅ୍କ୍ଷତାରେ ଭୁବନେଶ୍ୱର ଠାରେ ଅନୁ୍ଷ୍ଠିତ ହୋଇଥିଲା । ପରିବେଷଣ,ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭକରିଥିବାମହିଳାମାନଙ୍କୁ ସମ୍ମାନିତ କରିବାଚିତ୍ରକଳା ପ୍ରତିଯୋଗିତା (ବିଷୟ- ମାଆ ଓ ମାଟିର ସମ୍ପର୍କରେ)ପୁଚି, ହୁଳହୁଳି, ରଜ ସ୍ଳୋଗାନ ଆବୃତି ପ୍ରତିଯୋଗିତା କବି ସମ୍ମିଳନୀ ମହିଳାମାନଙ୍କ ସମସ୍ୟା ଓ ସମାଧାନ ଉପରେ କର୍ମଶାଳା ତିନି ଦିନ ଧରି ଅନଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ, ଦୋଳିଝୁଲା ଉଦ୍ଘାଟନ ପିଠା ଓ ମିଠା, ଆଧ୍ୟ୍ୟାତ୍ମିକ ନାଟକ, ପ୍ରକୃତି, ମାତୃଶକ୍ତି ଓ ବିଶ୍ୱଶାନ୍ତି ହବ. ଶୁଦ୍ଧ ଗୋଘୃତ ଦ୍ୱାରା ପରିବେଶ ବିଶୁଦ୍ଧିକରଣ ପ୍ରକୃତି, ପରିବେଶ, ଜଳ ସଂରକ୍ଷଣ,ମୃତିକା ସଂରକ୍ଷଣ ସମ୍ବନ୍ଧରେ କର୍ମଶାଳା କାର୍ଯ୍ୟକ୍ରମ, ଦୁଇଦିନ ଧରି କର୍ମଶାଳାରେ ଭାଗ ନେଇଥିବା ସଦସ୍ୟଙ୍କୁ ସମ୍ମାନୀତ କରିବା ପ୍ରତିଷ୍ଠିତ ଓ ଆଦିବାସୀ ମହିଳାମାନଙ୍କୁ ସମ୍ମାନୀତ କରାଯିବ । ଅନୁ୍ଷ୍ଠିତ ହେବାକୁ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ,ମୁଖମନ୍ତ୍ରୀ, ମନ୍ତ୍ରୂୀ, ବିଧାୟକ, ସାଂସଦ, ପ୍ରଶାସନିକ ଅଧିକାରୀ, କଳାକାର, ବିଶି୍ଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି