Bisforana:Press-Brief-of-Honble-Minister-on-Drinking-Water-Supply

ପାନୀୟ ଜଳ ଯୋଗାଣ ପ୍ରସଙ୍ଗରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରେସ୍ ବ୍ରିଫ୍

bhubaneswar

: ଲୋକ ସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଜି ପାନୀୟ ଜଳ ସମ୍ବନ୍ଧିତ ବିଭିନ୍ନ ସମସାମୟିକ ବିଷୟ ଉପରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହା ପୂର୍ବରୁ ରାଜ୍ୟର ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ଭିନୀତ ଭରଦ୍ଵାଜଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଆଲୋଚନା ଅନୁଷ୍ଠିତ ହୋଇଥିଲା।

0 Comments

Leave A Reply