Bisforana:US-suffers-heavy-losses-in-war-against-Iran-claims-42-planes-and-drones-destroyed

ଇରାନ ବିରୁଦ୍ଧରେ ଯୁଦ୍ଧରେ ଆମେରିକାର ପ୍ରବଳ କ୍ଷତି ହୋଇଛି, ୪୨ଟି ବିମାନ ଏବଂ ଡ୍ରୋନ ନଷ୍ଟ ହୋଇଥିବା ଦାବି

bhubaneswar

 

ଅପରେସନ ଏପିକ ଫ୍ୟୁରି ସମୟରେ ଇରାନରେ ଅତି କମରେ ୪୨ଟି ଆମେରିକୀୟ ସାମରିକ ବିମାନ ଏବଂ ଡ୍ରୋନ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିଲା। କଂଗ୍ରେସିଆନାଲ ରିସର୍ଚ୍ଚ ସର୍ଭିସ (ସିଆରଏସ) ର ଏକ ରିପୋର୍ଟ ଅନୁଯାୟୀ, ଏଥିରେ ଏଫ-15ଇ ଏବଂ ଏଫ-35 ଲଢ଼ୁଆ ବିମାନ, ହେଲିକପ୍ଟର ଏବଂ ଏମକ୍ୟୁ-9 ରିପର ଡ୍ରୋନ ଅନ୍ତର୍ଭୁକ୍ତ।ଆମେରିକା ପକ୍ଷରୁ ଫେବୃଆରୀ 28 ତାରିଖରେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଅତି କମରେ 42ଟି ସାମରିକ ବିମାନ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିଲା। ଏହି ସୁଚନା ଅନୁଯାୟୀ ଆମେରିକାର କଂଗ୍ରେସର ଗବେଷଣା ସଂସ୍ଥା କଂଗ୍ରେସନାଲ୍ ରିସର୍ଚ୍ଚ ସର୍ଭିସ୍ (ସିଆରଏସ)ର ଏକ ସରକାରୀ ରିପୋର୍ଟ ସାମ୍ନାକୁ ଆସିଛି।ରିପୋର୍ଟ ଅନୁଯାୟୀ, ଏହି ବିମାନଗୁଡ଼ିକରେ ଯୁଦ୍ଧ ବିମାନ, ଡ୍ରୋନ୍, ହେଲିକପ୍ଟର ଏବଂ ଏୟାର ରିଫ୍ୟୁଏଲ୍ ବିମାନ ଅନ୍ତର୍ଭୁକ୍ତ ଥିଲା।

0 Comments

Leave A Reply