Bisforana:ଦାମ-ରାଉତଙ୍କ-ସ୍ୱାସ୍ଥ୍ୟ-ଅବସ୍ଥା-ଗୁରୁତର

ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

bhubaneswar

ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର।ଏ ନେଇ ତାଙ୍କ ପୁଅ ସମ୍ୱିତ ରାଉତରାୟ ସୁଚନା ଦେଇଛନ୍ତି।ଦାମ ରାଉତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦାମ ରାଉତ ୧୮ ତାରିଖରେ ଅସୁସ୍ଥ ଥିବା ସୂଚନା ମିଳିଥିଲା।ଦୁଇ ଦିନ ଧରି ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଖରାପ ଥିବା ନେଇ ସୁଚନା ମିଳିଥିଲା ।ବର୍ତ୍ତମାନ ବ୍ରେନ ଡେଡ ଥିବା ସୁଚନା ମିଳିଛି।ଦାମ ରାଉତଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି। ହୃଦଘାତର ଶିକାର ହେବା ପରେ ବ୍ରେନ ଡେଡ଼ ହୋଇଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ମିଳିଛି

0 Comments

Leave A Reply