ତାତିରୁ ମିଳିବ ତ୍ରାହି।ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଦେଖାଯିବ।6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି।କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।ସେହି ଜିଲ୍ଲାଗୁଡିକ ହେଉଛି ଯାଜପୁର ,ବାଲେଶ୍ୱର ,ଭଦ୍ରକ,କଟକ ,ଜଗତସିଂହପୁର,କେନ୍ଦ୍ରାପଡା,ନୟାଗଡ ,ପୁରୀ ,ଖୋର୍ଦ୍ଧା,ଗଜପତି,ମୟୁରଭଞ୍ଜ,କେଉଁଝର,ସୁନ୍ଦରଗଜ,ଢେଙ୍କାନାଳ ,ଅନୁଗୋଳ ,କନ୍ଧମାଳ,ବୌଦ୍ଧ,ସୁନ୍ଦରଗଡଇତ୍ୟାଦି।ବର୍ଷାବେଳେ ପବନର ବେଗ ଘଣ୍ଟାପ୍ରତି 30 ରୁ 40 କିଲୋମିଟର ରହିବ।କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ୧୯ ତାରିଖ ବେଳକୁ କାଳବୈଶାଖୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।