posted by: Bisforana
86 views
ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ
ଶକୁରବସ୍ତି ଡିପୋରେ ହାଇଡ୍ରୋଜେନ୍ ଟ୍ରେନ୍ ଯାଞ୍ଚ କଲେ ରେଳ ମନ୍ତ୍ରୀ
ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ; ଶତପ୍ରତିଶତ ବିଦ୍ୟୁତୀକରଣ ଦିଗରେ ରେଳବାଇର ଦ୍ରୁତ ଅଗ୍ରଗତି
ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଉତ୍ତର ରେଳବାଇର ତିଲକ ସେତୁରୁ ଶକୁରବସ୍ତି ରେଳ ସେକ୍ସନର
posted by: Bisforana
63 views
କୋଲକାତାରେ ଆଉ ଜଣେ ତୃଣମୂଳ କାଉନସିଲରଙ୍କୁ ଗିରଫ
କୋଲକାତା, ଜୁନ 4-କୋଲକାତାରେ ପୁଣି ଥରେ ଜଣେ ତୃଣମୂଳ କଂଗ୍ରେସ କାଉନସିଲରଙ୍କୁ ଗିରଫ କରିବା ପରେ ରାଜନୀତି ଜୋର ଧରିଛି। 114ନମ୍ବର ଵାର୍ଡର କାଉନସିଲର ବିଶ୍ୱଜିତ ମଣ୍ଡଳଙ୍କୁ ଜଣେ ମହିଳା ଦ୍ଵାରା ଦୁଷ୍କର୍ମ ଏବଂ ଧମକ ଦେବାର ଗୁରୁତର ଅଭିଯୋଗ ଆଣିବା ପରେ ପୋଲିସ ଗିରଫ କରିଛି।ଏହି ଗିରଫଦାରୀ ଗତ କିଛି ଦିନ ମଧ୍ୟରେ କୋଲକାତା ମ୍ୟୁନିସିପାଲ କର୍ପୋରେସନ ଦ୍ଵାରା
posted by: Bisforana
42 views
ରାଜ୍ୟମନ୍ତ୍ରୀ ଆନନ୍ଦମୟ ବର୍ମନଙ୍କୁ ଭବ୍ୟ ସ୍ୱାଗତ
ସିଲିଗୁଡ଼ି, ଜୁନ 4 -ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆନନ୍ଦମୟ ବର୍ମନ ଗୁରୁବାର ସିଲିଗୁଡ଼ି ଫେରିଥିଲେ।ଯେଉଁଠାରେ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଥିଲା।ଯେମିତି ସେ ଟ୍ରେନରୁ ନ୍ୟୁ ଜଲପାଇଗୁଡି ଷ୍ଟେସନରେ ପହଁଞ୍ଚିଥିଲେ ,ସେଠାରେ ପୂର୍ବରୁ ଉପସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ ଏବଂ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ।ଷ୍ଟେସନ ପ